ମିଛ ସିନ୍ଦୁର ଦେଇ ଦେହ ସୁଖ କଲା; ଭୋକ ମେଂଟି ଗଲା ପରେ ଭୁଲିଗଲା

ମାଲକାନଗିରି – ବିବାହ ର ପ୍ରତିଶୃତି ଦେଇ ସାଢ଼େ ତିନି ବର୍ଷ କାଳ ଶାରୀରିକ ସମ୍ପର୍କ ପରେ ଚୁଟି ଧରି ମାଡ଼ ମାରିବା ସାଙ୍ଗକୁ ଚରିତ୍ର ବଦନାମ ସହ ଜୀବନରେ ମାରିଦେବାର ଧମକ। ହଁ ଆଜ୍ଞା ପ୍ରଥମେ ପ୍ରେମ ତା ପରେ ପ୍ରତାରଣା ପିଡିତା ଜଣଙ୍କୁ ମାନେ ଲଭ, ସେକ୍ସ ଓ ଧକା ପାଇଥିବା ଏମିତି ଏକ ଘଟଣାକୁ ନେଇ ଏମ୍ଭି79 ଥାନାର ଦ୍ୱାରସ୍ତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମ୍. ଭି-72 ଗ୍ରାମର ପିଡିତା ତୃପ୍ତି ଦାସ ।ସୂଚନା ମୁତାବକ ଏମ୍ଭି 79 ଅମଲ ପାଲ ଙ୍କ ପୁଅ ସଂଜୀବ ପାଲ l ଦୀର୍ଘଦିନ ଧରି ଏମ୍. ଭି -72 ଗ୍ରାମର ପିଡିତା ତୃପ୍ତିଙ୍କୁ ପ୍ରଥମେ ପ୍ରେମ ପରର ଶାରୀରିକ ସମ୍ପର୍କ ରଖି ଆସୁଥିଲେ ହେଲେ ସଂଜୀବ ବିବାହର ପ୍ରତିଶୃତି ଦେଇ ପରେ ପ୍ରତାରଣା କରିବାରୁ ପିଡିତା ଜଣକ ନ୍ୟାୟ ପାଇଁ ଏମ୍. ଭି-79 ଥାନାରେ ସଞ୍ଜୀବ ଙ୍କ ନାମରେ ଏତଲା ଦେଇଛନ୍ତି l ଏମ୍ଭି79 ପୋଲିସ ପିଡିତାଙ୍କ ଏତେଲାକୁ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Share this…
Share on Facebook

Facebook