ଅସ୍ତ୍ରଶସ୍ତ୍ର ସହ ମୃତ ମାଓ କମାଣ୍ଡର ଙ୍କ ଶବ ଜଙ୍ଗଲରୁ ଉଦ୍ଧାର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦାନ୍ତେବାଡା ଜିଲ୍ଲା କୁଆକୋଣ୍ଡା ଥାନା ଅନ୍ତର୍ଗତ ଜିଆକୋଟା ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ସହ ଏକ ମୃତ ମାଓବାଦୀର ଶବକୁ ଉଦ୍ଧାର କରାଯାଇଛି । ମୃତ ମାଓବାଦୀ ଜଣକଙ୍କ ନାମ ଦେବା ଓରଫ ତିରି ମାଡ଼କାମି ସେ ଦଭା ଡିଭିଜନ ର ଏରିଆ କମିଟି ସଦସ୍ୟ ଥିଲେ । ତାଙ୍କ ନାମରେ 8 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାନ୍ତେବାଡା ଓ ସୁକୁମା ଜିଲ୍ଲାରେ ତାଙ୍କ ନାମରେ 9 ଟି କେଶ ଥିବା ଜଣା ପଡ଼ିଛି । ପୋଲିସ ଶବ ଜବତ କରି ଏହାର ତଦନ୍ତ କରୁଛି ।

Share this…
Share on Facebook

Facebook