ଗଜପତି: ପାରଳାଖେମୁଣ୍ଡି, ସେପଟେ ଲର୍ଜ୍ ରେ ବାହାଘର ଚାଲିଥିବା ବେଳେ ଘରେ କିଏ ନଥିବା ସୁଯୋଗ ପାଇଁ ସବୁ ଲୁଟିନେଲ ଭଦ୍ର ଚୋର. ଦିନକୁ ଦିନ ପାରଳାଖେମୁଣ୍ଡି ସହରରେ ରେ ଚୋରୀର ପରିମାଣ ବଢିବରେ ଲଗିଛି.କିଛିଦିନତଳେ ସାଇବାବା ମନ୍ଦିରରୁ ଦୁବୃତ ମାନେ ୮-୧୦ କିଲୋ ରୂପ ଅଳଙ୍କାର ସିସି ଟିଭି ସାମ୍ନାରେ ଚୋରିକରି ନେଇଯାଇଥିଲେ..ଏବେ ପୁଣି ଟାଉନହଲ୍ ସାମ୍ନାରେ ଦି.ଗୋବିନ୍ଦ ରାଓଙ୍କ ବଡ ଭାଇଙ୍କ ଘରେ ଝିଅ ବାହାଘର ଚାଲିଥିଲା ସୁଯୋଗ ଉଠାଇ ଆଜି ଦିନ ଦ୍ବିପହରେ ଘର ପଛପଟୁ ତାଲା ଭାଙ୍ଗି ୨୦ ତୁଳା ସୁନା, ଅଧା କେଜି ରୂପ, ନଗଦ 2 ଲକ୍ଷ ତାଙ୍କ ଚୋରିକରି ନେଇଯାଇଥିବାର ଘର ମାଲିକ ଙ୍କ ଭାଇ ସୂଚନା ଦେଇଛନ୍ତି. ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳେ ଆସି ଦାଦାନ୍ତ ଆରମ୍ଭ କରିଦେଇଛି. ପାରଳାଖେମୁଣ୍ଡିରୁ ପ୍ରଦୀପ ବେହେରାଙ୍କ ରିପୋର୍ଟ