ଗଜପତି ଜିଲ୍ଲା କୁ ବାଲ୍ୟ ବିବାହ ଓ ନିଶାମୁକ୍ତ କରିବା ଲାଗି ସାମୁହିକ ସଚେତନା ଓ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ ଆଜି.

ପାରଳାଖେମୁଣ୍ଡି . ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ର ଓ ଅଭିଭାବକ ନିଶାମୁକ୍ତ ଜିଲ୍ଲା ଓ ବାଲ୍ୟ ବିଭାହ ରୋକିବା ନେଇ ଏକ ସାମୁହିକ ସଚେତନ କରିବା ପାଇଁ ରାଜା ରାସ୍ତା କୁ ଓଲ୍ହାଇଛନ୍ତି.

Share this…
Share on Facebook

Facebook