ସ୍ତ୍ରୀ ପୂର୍ବତନ ପ୍ରେମିକ ସହ ଫେରାର; ସ୍ୱାମୀ ଢେଙ୍କାନାଳ ଆରକ୍ଷୀ ଅଧକ୍ଷ ଙ୍କ ଦ୍ଵାରସ୍ତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଖଣ୍ଡତିରୀ ଗ୍ରାମର ବ୍ରଜବନ୍ଧୁ ନାଏକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଶ୍ରୀମତୀ ଭାରତୀ ନାଏକ ନିଜର 4 ପିଲାଙ୍କୁ ଛାଡି ନିଜର ପୂର୍ବତନ ପ୍ରେମିକ ସର୍ବ ସାହୁ ସହ ତା 28.07.2022 ରିଖ ସକାଳୁ ଫେରାର ହୋଇଯାଇଛି l ସର୍ବ ସାହୁଙ୍କ ଘର ମାଡୁଆ ନୁଆସାହିରେ l ସେମାନେ ଫେରାର ହେବା ପରେ ଆମ ଘରର ପରିସ୍ଥିତି ଭଲ ନାହିଁ l

ମୋର 2 ବର୍ଷର ପୁଅ ତାର ମା କୁ ନଦେଖି ବହୁତ କାନ୍ଦୁଛି l ସେଥିପାଇଁ ବ୍ରଜବନ୍ଧୁ ନାଏକଙ୍କ ବାପା ବରୁଣ ନାଏକ ତା 28.07.2022 ରିଖ ସନ୍ଧ୍ୟା 6 ଟା ସମୟରେ ରସୋଳ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଆଜିକୁ 9 ଦିନ ହୋଇଗଲାଣି ସେମାନେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କି ଆସାମୀଙ୍କୁ ଗିରଫ କରୁନାହାନ୍ତି ଏଥିପାଇଁ ସେମାନେ ଆଜି ପୁଣି ଥରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓ ଯଥା ଶୀଘ୍ର ପ୍ରେମିକ କ ଗିରଫ କରାଯାଉ . Reporter – ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook