ରିଲିଜ ହେବ ପୂର୍ବରୁ ବୋଲିଉଡ଼ ସିନେମା କୁ ବହିଷ୍କାର

ଇଂରାଜୀ ଚଳଚିତ୍ର : M ‘ Forest ‘ ଗମ୍ପ ‘ ର କପି , ଲାଳସିଂ ଚାଡ୍ଡା ର ଦେଶରେ ବିପୁଳ ପରିମାଣରେ ବହିଷ୍କାର :

ନେଟିଜେନ ମାନେ କହିଛନ୍ତି :
୧ କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରି ନିଜେ ହାଜ୍ ଯାଇ କୋଟି କୋଟି ରୋଜଗାର କରିଥିବା ଆମିର ଖାନ ଦେଶରେ ଧନ, ଯଶ ଓ ସମ୍ମାନ ଅର୍ଜନ କରିଥିବା ଆମିର ଖାନ କହୁଛନ୍ତି ଦେଶ ଅସୁରକ୍ଷିତ, ତୁର୍କୀ ର କାଲିଫା ର ଲାଲ ସିଂ ଚଢା, ଆମିର ଖାନ ର ଲାଲ ସିଂ ଚଡ୍ଡା, ଯିଏ କି ଏକ ପ୍ରସିଦ୍ଧ ଫିଲ୍ମ ହଲିଉଡ୍ ର । M ‘ Forest ‘ ଗମ୍ପ ‘ ର କପି ଅଛି ! ଯେଉଁମାନେ ଶିବଲିଙ୍ଗ ଉପରେ ଦୁଗଧଭିଷେକ ଓ ଜଳଭିଷେକକୁ ଅର୍ଥ ନଷ୍ଟ କୁହନ୍ତି, ସେମାନେ ଏଭଳି ଲୋକଙ୍କ ଫିଲ୍ମ ଦେଖି ନିଜ ସମୟ ଓ ଟଙ୍କା ନଷ୍ଟ କରନ୍ତୁ ନାହିଁ ! #BoycottLaalSinghChaddha #LaalSinghChaddhaTrailer

source Facebook : ପ୍ରତି ଦିନ #BoycottBollywoodMovies ଏବଂ #BoycottLalsinghChadda ୧ ର ୨ ମିଲିଅନ ହାସ ଟାଗ ଟ୍ରେଣ୍ଡ ହଉଛି, ବର୍ତମାନ ପରିସ୍ତିଥି ରେ ସାଉଥ ସିନେମା ହିନ୍ଦୀ ସିନେମା ଠୁ ବହୁତ ଆଗରେ ଅଛି, ଚର୍ଚା ଚାଲିଛି କି ବୋଲିବୁଡ଼ ଆଜିପର୍ଯ୍ୟନ୍ତ ଖାଲି କପି ବା ବାୟପିକ ସିନେମା କରିକି ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି. ନୂତନ କଳାକାର କୁ ଆଗକୁ ବଢିବାପାଇଁ ସୁଯୋଗ ଦିଆଯାଉନାହିଁ, ଯେବେଠୁଁ ସୋସିଆଲ ମେଡିଆ ବ୍ୟବହାର ହେଲା ଲୋକେ ଅସଲି ନକଲି ର ଫରକ ଯାଣିଲେ, ବକ୍ସ ଅଫିସରେ ବୋଲିଉଡ଼ ଆଉ ଆଗକୁ ବଢିପାରୁନି, ୨୦୧୧ ଏବଂ ୨୦୧୨ ରେ ଗୋଟେ ହେଲେ ହିଟ ସିନେମା ବୋଲିଉଡ଼ ଦେଇନି, ଦର୍ଶକଙ୍କ ମନ ଅସନ୍ତୁଷ୍ଟ ସାଉଥ ସିନେମା ଛଡା ଦର୍ଶକ ଅନ୍ୟ ସିନେମାକୁ boycott କରୁଛନ୍ତି.

Share this…
Share on Facebook

Facebook