ସାଇବାବା ମନ୍ଦିରରେ ଚୋରି, ଦେଖନ୍ତୁ ସି ସି ଟିଭି ଭିଡ଼ିଓ.

ଆଜି ସକାଳୁ ମନ୍ଦିର ଖୋଲିବା ସମୟରେ ଜାଣିବାକୁ ପାଇଲେ ଯେ ଗତ ରାତିରେ ପାରଳାଖେମୁଣ୍ଡି, ରେଖନା ସାହି ସ୍ଥିତ ସାଇବାବା ମନ୍ଦିରରେ ମଧ୍ୟ ରାତ୍ରି ଘ ୧ .୪୦ ମି ସମୟରେ ଜଣେ ଦୁର୍ବୁତ୍ତ ଶାଢ଼ୀ ଘୋଡାଇ ବାବଙ୍କ ରୁପା ଗହଣା ଅଳଙ୍କାର ସବୁ ଚୋରି କରି ନେଇଯାଇଛି. ଚୋରି ର ଦୃଶ୍ୟ ସବୁ ସି ସି ଟିଭି କେମେରା ରେ କାଏଦା ହେଇଚି .

Share this…
Share on Facebook

Facebook