🏓ଖବର ଆଜିର🏓 ତାରିଖ ୦୧-୦୮-୨୦୨୨/ସୋମ ବାର

ଆରପାରିରେ ବିଶିଷ୍ଟ ଓଡ଼ିଆ ତଥା ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର। ବିଳମ୍ବିତ ରାତିରେ ୮୩ ବର୍ଷରେ ଦେହାନ୍ତ।

୧-ଗାୟିକା ନିର୍ମଳା ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସହାନୁଭୂତି।

ଅର୍ପିତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ମୋର ନୁହେଁ: ପାର୍ଥ ଚାଟାର୍ଜୀ

ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା ନେହିଁ; ଇଡି ଅଟକ ରଖିବା ପରେ କହିଲେ ସଞ୍ଜୟ ରାଉତ

ଝାଡଖଣ୍ଡ ରାଜନୀତିରେ ହଲଚଲ। କଂଗ୍ରେସ ବିଧାୟକଙ୍କ ଗାଡିରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଅନୁମତି ମିଳିଲେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ହେବ ଖୁବ୍‌ଶୀଘ୍ର ହେବ ମଙ୍କିପକ୍ସ ପରୀକ୍ଷା: ନିର୍ଦେଶିକା ସଂଘମିତ୍ରା ପତି

Commonwealth Game: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ, ପାକିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣପଦକ ମିଳିଛି। ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ବର୍ଣ୍ଣ ପଦକ ଜିତିଛନ୍ତି

ମନ କି ବାତ’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : କହିଲେ, ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା

ଆଜିଠୁ ଦ୍ବିତୀୟ ଓଜେଇଇ ପଞ୍ଜୀକରଣ

ଆଜି ଦ୍ୱିତୀୟ ଟ୍ବେଣ୍ଟି-୨୦: ବିଜୟ ଧାରା ଜାରି ଲକ୍ଷ୍ୟରେ ଭାରତ ।
ପୁରୁଷ ହକି : ଘାନାକୁ ୧୧-୦ରେ ହରାଇଲା ଭାରତ

ଦେଶବାସୀ ସମ୍ବିଧାନକୁ ନ ଜାଣିଲେ ବିକାଶ ଅସମ୍ଭବ’ : ସିଜେଆଇ ଏନ.ଭି ରମଣା

ପ୍ରକୃତ ଶିବସେନା କାହାର ନିର୍ବାଚନ ଆୟୋଗକୁ ସ୍ଥିର କରିବାକୁ ଦିଆଯାଉ, ସୁପ୍ରିମକୋର୍ଟରେ ଜବାବ ରଖିଲେ ଏକନାଥ ସିନ୍ଦେ।

ଟିମକୁ ଫେରିବେ ବିରାଟ କୋହଲି: କମବ୍ୟାକ ନେଇ ସୂଚନା ଦେଲା BCCI

ସିଏମ ଯୋଗୀଙ୍କ ବଡ଼ ଘୋଷଣା, ଏମର୍ଜେନ୍ସିରେ ୪୮ ଘଣ୍ଟା ମାଗଣା ଚିକିତ୍ସା କରାଇବେ ଉତ୍ତର ପ୍ରଦେଶ ସରକାର

Share this…
Share on Facebook

Facebook