କୃଷକ ମାନଙ୍କର ଦାବୀ ପ୍ରତି ମୋଦି ସରକାରଙ୍କ ବିଶ୍ୱାସ ଘାତକ ବିରୋଧରେ ଆନ୍ଦୋଳନ

ପୁରୀ : ଅଠର ନଳା ନିକଟସ୍ଥ ଜାତୀୟ ରାଜପଥ ରେ ଅବରୋଧ କୃଷକ ଓ ଶ୍ରମିକ ମାନେ ଦେଶରେ ମେରୁଦଣ୍ଡ ଅଟନ୍ତି ।ସରକାର ଙ୍କ ତରଫରୁ କୃଷକ ଓ ଶ୍ରମିକ ମାନଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଏ ଚକାଜାମ୍ ଆନ୍ଦୋଳନ ଅହୁଆନ ଦିଆଯାଇଛି ।
ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲର ଏମ୍.ଏସ୍.ପି.(M.S.P.) ପାଇଁ ଆଇନ୍‌ଗତ ବ୍ୟବସ୍ଥା କର ।
କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କର
ଜନବିରୋଧି ବିଦ୍ୟୁତ୍ ବିଲ ୨୦୨୦ ପ୍ରତ୍ୟାହାର କର
ସମସ୍ତ ଖାଦ୍ୟ ଦ୍ରବ୍ୟ ଉପରେ ଜି.ଏସ୍.ଟି ପ୍ରତ୍ୟାହାର କର ଓ ଦରଦାମକୁ ସ୍ଥିର ରଖ । ବୋଲି ନାରା ବାଜି କରି
ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ କୁ ସଂଯୁକ୍ତ କୃଷକ ମୋର୍ଚ୍ଚା,ପୁରୀ ଜିଲ୍ଲା କମିଟି ପକ୍ଷରୁ ଅବରୋଧ କରିଥିଲେ ।

Share this…
Share on Facebook

Facebook