ଉଦ୍ଧାର ହେଲା ବହୁ ଚୋରି ମୋବାଇଲ

ଭଞ୍ଜନଗର-ଗତ 22 ତାରିଖ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ବହୁ ପରିମାଣରେ ମୋବାଇଲ ଚୋରି ହୋଇଥିଲା କିନ୍ତୁ ଭଞ୍ଜନଗର ପୋଲିସ ର ଆପ୍ରାଣ ଚେଷ୍ଟା ଫଳରେ ଦୁଇ ଚୋରକୁ ଧରିବାରେ ସକ୍ଷମ ହୋଉଛି।ସେଥି ମଧ୍ୟରୁ ଜଣେ ବାଳ ଅପରାଧି।ମୁଖ୍ୟ ଅପରାଧି ପ୍ରୀତମ କୁମାର ବରାଦ ବୟସ 20 ,ଗ୍ରାମ ନୂଆଗାଁ ର ବୋଲି ଜଣାପଡିଛି।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଚୋରମାନେ duplucate ଦୋକାନ ଚାବି ବ୍ୟବହାର କରି ଦୋକାନରେ ପ୍ରବେଶ କରିଥିଲେ ଓ 11ଟି ବିଭିନ୍ନ କମ୍ପାନୀ ର ମୋବାଇଲ,2ଟି ଲାପଟପ,4ଟି ଇଅର୍ଫୋନେ,10 ଟି ସ୍ମାର୍ଟ watch,1ଟି bluetuth spicker,ମେମୋରୀ କାର୍ଡ,cpu ପ୍ରଭୁତି ଚୋରି କରିଥିଲେ ବର୍ତ୍ତମାନ ସେସବୁକୁ ଭଞ୍ଜନଗର ପୋଲିସ ଉଦ୍ଧାର କରିବା ସହ ଦୋଷୀ ମାନଙ୍କୁ କୌର୍ଟ ଚାଲାଣ କରିଛନ୍ତି।

Share this…
Share on Facebook

Facebook