ନୀଳଗିରି ରେ ପୁଣି ହାତୀ ମୃତ୍ୟୁ।

କୁଳଡ଼ିହା ଅଭୟାରଣ୍ୟ ଅଧିନ ଚେମଚଟା ଠାରେ ଏକ ୩ ରୁ ୪ ବର୍ଷର ଛୁଆ ହାତୀ ମୃତ୍ୟୁ। ଘଟଣାସ୍ଥଳରେ ବାଲେଶ୍ଵର ଡିଏଫଓ ସମେତ ନୀଳଗିରି କୁଳଡ଼ିହା ବନବିଭାଗ ର ତଦନ୍ତ ଜାରୀ। ଚଳିତ ବର୍ଷ ସାତ ମାସ ଭିତରେ ଏହାକୁ ମିଶାଇ ୫ ଟି ହାତୀଙ୍କ ର ମୃତ୍ୟୁ ଘଟିଛି। ହାତୀ ହାତୀଙ୍କ ମଧ୍ୟରେ ଲଢେ଼ଉ ଯୋଗୁଁ ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Share this…
Share on Facebook

Facebook