ସଂସ୍କାରି ଝିଅ ପ୍ରକୃତି ଙ୍କୁ ବିଜ୍ଞାପନରୁ ବିଦା କଲା ତନିସ୍କ

ପ୍ରକୃତି ମିଶ୍ର ଏବେ ବିବାଦ ଘେର ରେ ଥିବାବେଳେ ସବୁଆଡୁ ସମାଲୋଚନା ର ଶିକାର ହେବାରେ ଲାଗିଛନ୍ତି I ନିଜେ ନିଜ ଦୋଷ ସ୍ୱୀକାର କରିବା ବଦଳରେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ଗଣମାଧ୍ୟମ ରେ I ସାରା ଓଡିଶା ରେ ପ୍ରକୃତି ଙ୍କ ବିପକ୍ଷରେ ନାରା ଚାଲିଥିବା ବେଳେ , ଏତେସବୁ ବିବାଦ ରେ ଶେଷରେ ପ୍ରକୃତି ଙ୍କୁ ଘାଟା ପଡିଛି I ଅଳଙ୍କାର କମ୍ପାନୀ ତନିସ୍କ ର ବିଜ୍ଞାପନ ରୁ ପ୍ରକୃତି ଙ୍କୁ ବାଦ ଦିଆଯାଇଛି I ଆଜି ଭୁବନେଶ୍ୱର ରେ ବିଜ୍ଞାପନ ର ହୋଡିଂ ସବୁ କୁ କମ୍ପାନୀ ବାହାର କରିଦେଇଛି I

Share this…
Share on Facebook

Facebook