ଭାରତୀୟ ଆଥଲେଟିକ୍ ଇତିହାସରେ ନୂଆ ଅଧ୍ୟାୟ। ୧୯ ବର୍ଷ ପରେ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନସିପ୍ରେ ରୌପ୍ୟ ପଦକ ଜିତି ନୂଆ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି ନିରଜ ଚୋପ୍ରା
ଏକତରଫା ପ୍ରେମର କରୁଣ ପରିଣତି ; ନାବାଳିକାକୁ ପୋଡ଼ି ମାରିଲା ଯୁବକ ।ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା।
ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦେଶକୁ ଶେଷ ସମ୍ଭୋଧନ; ଭାଷଣରେ ସାରା ଦେଶକୁ କୃତଜ୍ଞତା ଜଣାଇଲେ କୋବିନ୍ଦ
ଦ୍ବିତୀୟ ଦିନିକିଆ: ଭାରତ ୨ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା
୧-ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ଶପଥ ନେବେ ଦ୍ରୌପଦୀ, ପୂର୍ବାହ୍ନ ୧୦ଟା ୧୫ରେ ଶପଥ ଗ୍ରହଣ
ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ନେଇ ବହୁତ ଆନନ୍ଦିତ: ମୁଖ୍ୟମନ୍ତ୍ରୀ ନବୀନ
ମମତାଙ୍କୁ ଭାବିବାକୁ ପର୍ଯ୍ୟାପ୍ତ ସମୟ ଅଛି: ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲଭା
ବରଗଡ଼-ନୂଆପଡ଼ା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା
ତୃଣମୂଳ କଂଗ୍ରେସକୁ ଆଉ ଫେରିବିନି କି କୌଣସି ପାର୍ଟିରେ ଯୋଗ ଦେବିନି: ଯଶଓ୍ଵନ୍ତ ସିହ୍ନା ।।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ଘୋଷଣା, କହିଲେ ୩ ସେନାଙ୍କ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବ ଭାରତ ।
କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଲେ ସ୍ମୃତି ଇରାନୀ, ବିନା ସର୍ତ୍ତରେ ଲିଖିତ କ୍ଷମା ମାଗିବା ପାଇଁ କଲେ ଦାବି
ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଜାରି, ୯୯.୩୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ।
୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଚାଲିଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ‘ମଙ୍କିପକ୍ସ୍’ ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ
ମଙ୍କିପକ୍ସ ପାଇଁ ସମସ୍ତ କୋଭିଡ୍ ନିୟମ ପାଳିବାକୁ ଡାକ୍ତରଙ୍କ ପରାମର୍ଶ ।
ବଙ୍ଗଳା ଡାକ୍ତରଖାନାରେ ପାର୍ଥ ଚାଟାର୍ଜୀଙ୍କ ହେବ ନାହିଁ ଚିକିତ୍ସା, ଭୁବନେଶ୍ୱର ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ନିଶା କାରବାର ନିୟନ୍ତ୍ରଣ ଉପରେ ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣା, ବିଭିନ୍ନ ପ୍ରସଙ୍ଗ ଉପରେ ସହମତି।
*ଶୁଭ ସକାଳ,ସୁପ୍ରଭାତ*