ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭତ୍ସଭାବେ ଶୌଚାଳୟରେ ଜୀବନ୍ତ ପୋଡି ମାରିଦେଲା ଜଣେ ଯୁବକ ।

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭତ୍ସଭାବେ ଶୌଚାଳୟରେ ଜୀବନ୍ତ ପୋଡି ମାରିଦେଲା ଜଣେ ଯୁବକ । ଉତ୍ତକ୍ତ୍ୟ ଗ୍ରାମବାସୀ ଯୁବକକୁ ଅଟକ ରଖିଲେ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି ଛାତ୍ରୀଙ୍କ କଟା ଚୁଟି, ଲାଇଟର ଓ ବିଷ ବୋତଲ l ଖଇରା ଥାନା ବାରିଙ୍ଗିଆ ଗ୍ରାମର ଜ୍ୟୋଷ୍ନା ରାଣୀ ଜେନାଙ୍କୁ ଶୌଚାଳୟରେ କିରୋସିନ ଢାଳି ମାରିଦେଲେ ସେହି ଗ୍ରାମର ଦୟାନିଧି ଜେନା କାରଣ ଅସ୍ପଷ୍ଟ । ପୋଡି ମାରିବା ପୂର୍ବରୁ ଛାତ୍ରୀଙ୍କ ଚୁଟିକୁ କାଟିଲା ଅଭିଯୁକ୍ତ ଗ୍ରାମରେ ଉତେଜନା । ସକାଳ ଆଠଟାରେ ଘଟଣା l

Share this…
Share on Facebook

Facebook