ଗୋଟିଏ ସ୍ଲିପର କ୍ଲାସ ଏବଂ ଗୋଟିଏ ଏସି କୋଚ ତା ୨୮-୦୭-୨୦୦୨ ଠୁ ସଂଯୋଗ ହେବାକୁ ଯାଉଛି |

ପୁରୀ ଗୁଣୁପୁର ଭାୟା ପଲାସା ପାରଳାଖେମୁଣ୍ଡି ଟ୍ରେନ (18417/18418) ପୂର୍ବରୁ ଜେନେରାଲ ବଗି ରେ ଚାଲୁଥିବାବେଳେ ଏବେ ପୁରୀ ଯାତ୍ରୀ ମାନଙ୍କପାଇଁ ଖୁସିର ଖବର | ଆସନ୍ତା ୨୮-୦୭-୨୦୧୨ ରେ ନୂତନଭାବେ ପୁରୀ-ଗୁଣୁପୁର ଟ୍ରେନ ନଂ – (18417/18418) ରେ ୨ଇଟି କୋଚ ସଂଯୋଗହେବାକୁଯାଉଛି ଗୋଟିଏ ସ୍ଲିପର କ୍ଲାସ ଏବଂ ଗୋଟିଏ ଏସି କୋଚ ତା ୨୮-୦୭-୨୦୦୨ ଠୁ ସଂଯୋଗ ହେବାକୁ ଯାଉଛି |

Share this…
Share on Facebook

Facebook