ପ୍ରଥମ ମେଁମୁ ଟ୍ରେନ କଟକ ରୁ ଗୁଣୁପୁର ଭାୟା ପଲାସା ପାରଳାଖେମୁଣ୍ଡି ଟ୍ରେନ ସେବା ଆଜିଠୁ ଆରମ୍ଭ |

ଗଜପତିବାସୀ ପାଇଁ ଖୁସିର ଖବର କଟକ ରୁ ଗୁଣୁପୁର ଭାୟା ପଲାସା, ପାରଳାଖେମୁଣ୍ଡି ପ୍ରଥମ ମେଁମୁ ଟ୍ରେନ ସେବା ଆଜିଠୁ ଆରମ୍ଭ ହେଇଯାଇଛି. କଟକରୁ ସନ୍ଧ୍ୟା 05:30 ରୁ ଛାଡୁଚି ଏବଂ ପାରଳାଖେମୁଣ୍ଡି ରେ ମଧ୍ୟ ରାତିରି 12:06 ରେ ପହଁଚୁଛି, ଗୁଣୁପୁର ରୁ ମଧ୍ୟ ରାତ୍ରି ୧୨:୧୦ ରୁ ଛାଡିବ ଏବଂ  କଟକରେ ସକାଳୁ ୧୦:୫୫ ରେ ପହଂଚିବ |  ପ୍ରଥମ ମେଁମୁ ଟ୍ରେନ. ପୂର୍ବ ତଟ ରେଳବାଇ ଟ୍ରେନ୍ ନଂ 18443 କଟକ – ପାଲାସା ଗୁନୁପୁର ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ବର୍ଦ୍ଧିତ ସେବା 20 ଜୁଲାଇ 2022 ରୁ ଆରମ୍ଭ ହେଇଯାଇଛି । ପାଲାସା ଏବଂ ଗୁନୁପୁର ମଧ୍ୟରେ ଟ୍ରେନରେ ପୁଣ୍ଡି, ନଉପଡା ଜେନ୍, ପାରାଲାଖେମୁଣ୍ଡି ସହିତ 15 ଟି ଜାଗାରେ ରେ ଅଟକିବ | ଦେଖନ୍ତୁ ସରଲେସ ଙ୍କ ମୋବାଇଲ ରୁ ଉଠାଯାଇଥିବା ଟ୍ରେନର କିଛି ଫୋଟୋ

 

Share this…
Share on Facebook

Facebook