ଖବର ଆଜିର ତାରିଖ ୧୯-୦୭-୨୦୨୨/ମଙ୍ଗଳ ବାର

୧-ନଦୀ ନର୍ମଦା ନେଇଗଲା ଯାତ୍ରୀଙ୍କ ଜୀବନ। ଇନ୍ଦୋରରେ ଭୟଙ୍କର ବସ୍ ଦୁର୍ଘଟଣା, ବ୍ରିଜ୍ ଉପରୁ ଖସିଲା ଯାତ୍ରୀବାହୀ ବସ।

୨-ମଙ୍କିପକ୍ସ ଭୟ: ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ।

୩-ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

୪-କୃଷି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର, SKMର ୩ ସଦସ୍ୟ ନିଯୁକ୍ତ ।

୫-ବିଧାୟକଙ୍କ ପରେ ଉଦ୍ଧବଙ୍କ ବିଦ୍ରୋହୀ ହେଲେ ସାଂସଦ, ସିନ୍ଦେଙ୍କ ସହ ୧୪ଜଣ ହାତ ମିଳାଇଲେ !

୬-ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତି ଫାଇଦାରେ ଭାରତ: ଆଇସିସି ରାଙ୍କିଙ୍ଗରେ ପାକିସ୍ତାନକୁ ପକାଇଲା ପଛରେ ।

୭-ଅଭିଭାବକ ଆଣିଲେ ସଙ୍ଗୀନ ଅଭିଯୋଗ: ନିଟ୍ ପରୀକ୍ଷାରେ ସୁରକ୍ଷା ଯାଞ୍ଚ ଆଳରେ ପରୀକ୍ଷାର୍ଥୀଙ୍କୁ ଅନ୍ତବସ୍ତ୍ର ଓହ୍ଲାଇବା ଲାଗି ବାଧ୍ୟ କରାଯାଇଛି

୮-ଭାରତ-ଚୀନ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଉପରେ ସହମତି ପ୍ରକାଶ

୯-କେରଳରେ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

୧୦-କାଶୀପୁର ବ୍ଲକ ବିଭିନ୍ନ ଗାଁରେ ଝାଡ଼ାବାନ୍ତି; ୫୦ ଆକ୍ରାନ୍ତ, ୪ ଗୁରୁତର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

୧୧-ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ଆଉ ବିଳମ୍ବ ନକରି କୋଭିଡ୍-୧୯ ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ।

୧୨-ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ମତଦାନ: ଗୁଜୁରାଟ, ୟୁପି, ଓଡିଶା ଏବଂ ଆସାମରେ ହେଲା କ୍ରସ ଭୋଟିଂ ।

୧୩-ଚୀନରେ ପୁଣି ମାଡି ଆସିଛି ପ୍ରଳୟଙ୍କାରୀ ବନ୍ୟା। ଦକ୍ଷିଣ ଓ ଉତ୍ତର ଚୀନର ଅଧିକାଂଶ ରାଜ୍ୟରେ ପଶିଛି ବନ୍ୟା ପାଣି। ।

୧୪-ପଞ୍ଚଭୂତରେ ଲୀନ ହେଲା ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ମରଶରୀର ।

୧୫-ସୁସ୍ମିତାଙ୍କ ସପକ୍ଷରେ ବାହାରିଲେ ବିକ୍ରମ୍ ଭଟ୍ଟ; କହିଲେ ସେ କେବେ ବି ହୋଇପାରିବେ ନାହିଁ ‘ଗୋଲ୍ଡ ଡିଗର’ ।

୧୬-ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀ କଲେ ହଙ୍ଗାମା।

୧୭-ଦୂଷିତ ପାଣିରୁ କାଶିପୁରରେ ହୋଇଛି ଝାଡ଼ାବାନ୍ତି, ବିଧାନସଭା ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Share this…
Share on Facebook

Facebook