ସ୍ତ୍ରୀର କଟାମୁଣ୍ଡ ଧରି ବାର କିଲୋମିଟର ଚାଲିଲା ପିଶାଚ ସ୍ୱାମୀ।

ଢେଙ୍କାନାଳର ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁରେ କଟୁରୀରେ ସ୍ତ୍ରୀ ର ମୁଣ୍ଡ କାଟି ନିର୍ମମ ହତ୍ୟା କଲା ପିଶାଚ ସ୍ୱାମୀ।ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରିତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିକୁ ମୁଣ୍ଡ କାଟିଥିବା ନିଜେ ସୁଇକାର କରିଛି।ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା।ପରେ ଗଂଦିଆ ଥାନା ପୋଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Share this…
Share on Facebook

Facebook