ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନାଗାର ବ୍ଲକ ଜଗନ୍ନାଥ ଛକ ପାଖରେ ଆଜି ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରାଯଇଥିଲା ବିଜେପି ପାଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥ ନୀ ଦ୍ରୋପତି ମୁର୍ମୁ ଙ୍କୁ ପ୍ରାଥୀ କରାଯଇଥିବା ବେଳେ କଂଗ୍ରେସ ନେତା ମାନେ ମନ୍ତବ୍ୟ ଦେଇ ଥିବାରୁ ବିବାଦୀୟ ଘେର କୁ ଆସି ଛନ୍ତି ଦ୍ରୋପତି ମରୁମୁ ଜଣେ ଆଦିବାସୀ ମହିଳା ଓ ଦଳିତ ନେତ୍ରୀ ହୋଇ ଥିବାରୁ କଂଗ୍ରେସ ନେତା ମାନେ ଏପରି ମନ୍ତବ୍ୟ କୁ ନିଦା କରାଯଉଛି ଆଜି ଭାରତୀୟ ଜନତା ପାଟି ର ସମସ୍ତ କର୍ମ କର୍ତା ଓ ସ୍ଥାନୀୟ ନେତା ଶତ୍ରୁଘନ ଜେନା ସଞ୍ଜୟ ରାଉତ ଜିତେନ୍ଦ୍ର ବିଶ୍ୱାଳ ଓ ଶତାଧିକ କ୍ରମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦଶନ କରିଥିଲେ |  Repotar-ପ୍ରଶାନ୍ତ କୁମାର ସାହୁ, ପରଜଙ୍ଗ MPX TV

Share this…
Share on Facebook

Facebook