ଆଜି ପବିତ୍ର ଗୁରୁପୁର୍ଣିମାରେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ପିଠିରେ ସକାଳ9ଟାରୁ ଚାଲିଥିଲା ଗୁରୁପୂଜନ ଉର୍ଷବ। ଏହି ଉର୍ଷବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜା କରିବାପାଇଁ ସାରା ଭାରତ ବର୍ଷର ହଜାର ହଜାର ଭକ୍ତ ବାବାଙ୍କୁ ଫଳମୂଳ ନୈବେଦ୍ୟ ସମର୍ପଣ କରି ପୂଜା କରି ଆଶୀର୍ବାଦ ନେଇଥିଲେ। ପୌରାଣିକ ମତରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଚଳନ୍ତି ମହାଦେବ ଅଟନ୍ତି।