ନିଳାଦ୍ରୀବିଜେ ର ଡାକଟିକେଟ ଉନ୍ମୋଚିତ ହୋଇଯାଇଛି।

ଆଜି ପୁରିଜିଲାର ମୁଖ୍ୟ ଡାକଘର ପରିସରରେ ପୁରିଜିଲା ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଶ୍ରୀମନ୍ଦିର ର ଦଇତାପତି ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ଓ ମୁଖ୍ୟ ଡାକଘର ର ମୁଖ୍ୟ ନିର୍ଦ୍ଦେଶକ ବିପିନ ବିହାରୀ ମହାନ୍ତି ଏହି ଡାକ ଟିକେଟ ସୁଭଉଦ୍ଘାଟନ କରି ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଭବାନୀ ଶଙ୍କର ମିଶ୍ର ପରିଚାଳନା କରିଥିଲେ।

Share this…
Share on Facebook

Facebook