3 ଦିନ ଲଗାଣ ବର୍ଷାରେ ଆନ୍ଧ୍ର ଓଡିଶା ଯୋଗା ଯୋଗ ବିଛିନ୍ନ

3 ଦିନ ଧରି ଲଗାଣ ବର୍ଷା ଲାଗି ରହିବା ହେତୁ ଜିଲ୍ଲାରେ ଥିବା ସମସ୍ତ ନଦୀ ଓ କେନାଲ ଗୁଡିକ ଫୁଲିବାରେ ଲାଗିଲାନି ଯାହା ଫଳରେ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେବା ସହ ରାସ୍ତା ଗୁଡିକ ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଛି ।

ତେବେ ଏହି 3 ଦିନ ଲଗାଣ ବର୍ଷାରେ ଓଡିଶା ଓ ଅନ୍ଧ ପ୍ରଦେଶ କୁ ଯୋଗା ଯୋଗ ବିଛିନ୍ନ ହେଇଯାଇଛି । ମାଲକାନଗିରି ମୋଟୁ ଦେଇ ଗାଡ଼ିଗୁଡିକ ଆନ୍ଧ୍ର ଯାଉଥିବା ବେଳେ ବର୍ଷା ଯଗୁଁ ଆନ୍ଧ୍ରପ୍ରଦେଶ ର ନିଲିପକା ଗ୍ରାମରେ ରାସ୍ତା ଉପରେ ପାଣି ଚାଲୁଛି । ଯାହା ଫଳରେ ଗାଡି ଗୁଡିକ ରାସ୍ତା ମଝିରେ ଅଟକି ରହିଛି।

 

Share this…
Share on Facebook

Facebook