ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ।

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ। ଗରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। କାମାକ୍ଷାନଗର ଥାନା କାଦୁଆ ଗ୍ରାମର ଘଟଣା। ସୂଚନା ମୁତାବକ ଆଜି ରାତି ୯ ଟା ବେଳକୁ କାଦୁଆ ଗ୍ରାମର କାଳିଆ ଦେହୁରି ଗ୍ରାମ ଛକ ନିକଟରେ ଠିଆ ହୋଇଥିବା ବେଳେ ଗାମର କରୁଣା,ବିକାଶ,ପାଗେଳା ଓ ଭରତ ଉଭୟଙ୍କ ମଧ୍ୟରେ ଅସଭ୍ୟ ଭାସାରେ ଗାଳିଗୁଲଜ ହେଉଥିଲେ। କାଳିଆ ଏଥିରେ ବ।ରଣ କରିବାରୁ ତା ସହ ଏମାନେ ବଚସା ହୋଇଥିଲା। ଏବଂ ସେମାନେ ଧକାମାରି ବିଲକୁ ପକାଇ ଦେଇଥିଲେ। ଏହି ଦେଖି କାଳିଆର ପୁତୁରା ନବିନ ଦେହୁରି ଦୌଡା ଆସିଥିଲା। ଫଳରା ୪ ଜଣ ମିଶି ଟାଙ୍ଗିଆରେ ନବିନକୁ ହିଣି ପକାଇଥିଲେ। ନବିନର ପିଠି,ଛାତି ଓ ହାତରେ ଗଭୀର ଆଘତା ଲାଗିଛି। ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତିକରିଛନ୍ତି। ଏବେ ଚିକିତ୍ସା ଯାରି ରହିଛି ।

ପ୍ରଶାନ୍ତ କୁମାର ସାହୁ
ପରଜଙ୍ଗ

MPX TV

Share this…
Share on Facebook

Facebook