ଖେଳ ମାଷ୍ଟ୍ରାଣୀଙ୍କ ପ୍ରେମ ଖେଳ, ସ୍ୱାମୀଙ୍କ ପାଇଁ ସାଜିଲା କାଳ ।

କେନ୍ଦ୍ରାପଡ଼ା ; ଖେଳ ମାଷ୍ଟ୍ରାଣୀଙ୍କ ପ୍ରେମ ଖେଳ, ସ୍ୱାମୀଙ୍କ ପାଇଁ ସାଜିଲା କାଳ । ଖେଳ ମାଷ୍ଟ୍ରାଣୀ ଫିଲ୍ଡିର ଅଭିଜ୍ଞତାକୁ ପୀରତି ପ୍ରେମରେ ୟୁଟିଲାଇଜ କରିଛନ୍ତି । ଏମତି ପ୍ରେମ ଗାଡ଼ି ଚଲାଇଛନ୍ତି ନିଜେ ପାଗଳ ହେଇଛନ୍ତି ପ୍ରେମରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପାଗଳ କରିଛନ୍ତି । ମାଷ୍ଟ୍ରଣୀ ଆଗରୁ ସାମ୍ବାଦିକଙ୍କ ସହ ଲୁଚାଛପା ପ୍ରେମ କରୁଥିବା ବେଳେ ଏବେ ସ୍ୱାମୀ ସାମ୍ନାରେ ପ୍ରେମ କରି ଚର୍ଚ୍ଚାକୁ ଆସିଛନ୍ତି । ନିରିହ ସ୍ୱାମୀ ନିରୂପାୟ ହୋଇ ରାସ୍ତାରେ କାନ୍ଦୁଥିବା ବେଳେ ମାଷ୍ଟ୍ରାଣୀ ଓ ସାମ୍ବାଦିକଙ୍କ ଖୋଲା ପ୍ରେମ ରାସ୍ତାରେ ଗଡ଼ୁଛି । ଏ ଖୋଲା ପ୍ରେମ ୧୮ ବର୍ଷର ପାରିବାରିକ ସମ୍ପର୍କରେ ଝଡ଼ ସୃଷ୍ଟି କରିଛି । ଏ ବୁଢି ବୟସୀକୁ ଚୋଠା ସାମ୍ବାଦିକଙ୍କ ପ୍ରେମ କାହାଣୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଂଚଳରୁ ଆସିଥିବା ବେଳେ ରୋଚକ ଖବର ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଟିକେ ଭଲ କରି ଦେଖନ୍ତୁ ଯାହା ପାଇ ମହାକାଳପଡ଼ା ମହାକାଳ ଫଳରେ ପରିଣତ ହୋଇଛି । ଏ ହେଉଛନ୍ତି ସେହି ପ୍ରେମିକ ନିୟୁଜ-୭ର ସାମ୍ବାଦିକ ସମରେନ୍ଦ୍ର । ନାଁ ସମରେନ୍ଦ୍ର ପ୍ରେମ କରି ପରଘର ଭାଙ୍ଗିବାରେ ବାବୁ ଆମର ଧୂରନ୍ଦର । ଖବର ଆଗକୁ ମାଷ୍ଟ୍ରାଣୀ ଓ ସାମ୍ବାଦିକଙ୍କ ପ୍ରେମ ଗାଡ଼ି ସୀମା ଲଙ୍ଘିବାର ଚିତ୍ର ଆସିବ ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ଅସହାୟ ସ୍ୱାମୀ…..

ଶୁଣିଲେ ତ ଅସହାୟ ନିର୍ଯାତିତ ସ୍ୱାମୀଙ୍କ କରୁଣ ବେଦନାକୁ । ନିର୍ଯ୍ୟାତନା ଏପରି ଅସହ୍ୟ ହୋଇଛି ବଂଚିବା କଷ୍ଟସାଧ୍ୟ ହୋଇଛି । ୧୮ ବର୍ଷ ପାରିବାରିକ ସମ୍ପର୍କ ରେ ଏମିତି ନିଆଁ ଲଗାଇଛି ମାଷ୍ଟ୍ରାଣୀ ସ୍ତ୍ରୀ ସ୍ୱାମୀଙ୍କ ମୁହଁ ଆଉ ଲୁହରୁ ସ୍ପଷ୍ଟ ଭାବେ ଦେଖା ଯାଇଛି । ଏ ଏମିତିକା ସ୍ତ୍ରୀ ସ୍ୱାମୀକୁ ଖାଇବାକୁ ଘରକୁ ଆସିବାକୁ ରୋକଠୋକ ବାରଣ କରିଛି । ହାତ ଉଠାଇ ମାରଛି ସମସ୍ୟା ବିଗିଡ଼ିବାରୁ ସାମ୍ବାଦିକ ପ୍ରେମିକ ସହ ମିଶି ଆଗ୍ରୀମ ସଦର ଥାନାରେ ସ୍ୱାମୀ ବିରୋଧରେ ଲିଖିତ ଅଭିଯୋଗ କରିଛି । ନିରିହ ସ୍ୱାମୀ ନ୍ୟାୟ ପାଇଁ ବାରଦୁଆର ସୁଣ୍ଡିପିଣ୍ଡା ହେଉଥିବା ବେଳେ ଭୟରେ ଦିନ କାଟୁଛି । ତେବେ ଅଂଚଳର କିଛି ବୁଦ୍ଧିଜୀବୀ ଲୋକଙ୍କ ସହାୟତାରେ ସଦର ଥାନାରେ ଅନଲାଇନ ମାଧ୍ୟମରେ ନ୍ୟାୟ ପାଇଁ ଗୁହାରୀ କରିଛି । ତେବେ ଆଗାମୀ ଦିନରେ ଏ ତ୍ରୀକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯାଉଛି ତା ସ୍ପଷ୍ଟ ହେବ । କେନ୍ଦ୍ରାପଡ଼ାରୁ …. Daitari jena report

Share this…
Share on Facebook

Facebook