ଗୋଟିଏ ସ୍ୱାମୀ ଦୁଇଟି ସ୍ତ୍ରୀ, ଜଣେ ସ୍ତ୍ରୀ ଆଉ ଜଣେ ଝିଆରୀ

ଝିଆରୀ ପ୍ରେମରେ ପଡି ପିଇସା ନିଜର ହିତହାତ ଗ୍ୟାନ ଭୁଲି ଜାହାକୁ ବେଦି ରେ ବସି ଅଗ୍ନିକୁ ଶାଖିରଖି ହାତଧରି ବାହାହୋଇଥି ସ୍ତ୍ରୀ କୁ ଛାଡି ଝିଆରୀ କୁ ନେଇ ଫେରାର ହୋଇଗଲା ପିଇସା

ପ୍ରେମ ଅଢେଇ ଅକ୍ଷର, ପ୍ରେମ ମାନେନା ବୟସ,ବାଧା କି ବନ୍ଧନ,ମାନେନା ଜାତି କି ଗୋତ୍ର,ଅଢେଇ ଅକ୍ଷର ର ପ୍ରେମ ଏବେ ଅଡ଼ୁଆ ସୂତା ରେ ଛନ୍ଦି ହୋଇଯାଇଛି,ପ୍ରେମ ଟିକକ ପାଇଁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଛି ଘୃଣିଝଡ଼,୍୍୍୍୍୍୍୍୍୍୍୍୍୍୍
ଆସନ୍ତୁ ପୁରା ଘଟଣା ଉପରେ ଟିକେ ନଜର ପକେଇବା,ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାଶୀ ଗାଁରେ,ଏହି ଗ୍ରାମର ସୁମନ ଅଧିକାରୀକେନ୍ଦ୍ରାପଡା ଅଂଚଳର ଝୁନୁ ଅଧିକାରୀ କୁ ଆଜକୁ ୧୦ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ, ଦୁହିଁଙ୍କ ର ଦାମ୍ପତ୍ୟ ଜୀବନ ହସ ଖୁସିରେ ଚାଲିଥିଲା ବେଳେ, ଅଧିକ ରୋଜଗାର ଆସାରେ ସୁମନ ଙ୍କ ଗାଁରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ,ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଭଲ ଦୁଇ ପଇସା ରୋଜଗାର କରୁଥିଲା ବେଳେ,ଗ୍ରାହକ ସେବା କେନ୍ଦ୍ର ରେ ସହଯୋଗ କରିବାକୁ ସୁମନ ତାଙ୍କ ସ୍ତ୍ରୀ ଝୁନୁ କୁ ଏକ ପିଲା ରଖିବା ପାଇଁ କହିଥିଲେ ,ଝୁନୁ ନିଜ ବଡ଼ଭଉଣୀ ର ଭାଣିଜୀ କୁ ଆଣି କାମ ରେ ସହାୟତା କରିବା ପାଇଁ ଜନସେବା କେନ୍ଦ୍ର ରେ ରଖିଲେ,ଜନସେବା କେନ୍ଦ୍ର ରେ ଏକ ମାସ ରହିବା ପରେ ଝିଆରୀଙ୍କ ସହିତ ପିଇଶା ଙ୍କ ର ଗଢୀଉଠିଥିଲା ପ୍ରେମ ସଂପର୍କ,ସ୍ତ୍ରୀ ର ଅନୁପ୍ରସ୍ତିତ୍ୱ ରେ ଝିଆରୀ ସହିତ ସ୍ୱାମୀଙ୍କର ଲୁଚା ଛପା ପ୍ରେମ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା,ସ୍ତ୍ରୀ ଝୁନୁ ସ୍ୱାମୀ ଙ୍କ ର କାରାନାମା ଜାଣିପା ରିନିଜ ବଡ଼ ଭଉଣୀ ର ଭାଣିଜୀ କୁ ତାଙ୍କ ଘରକୁ ପଠାଇଦେଲା,ଏହା ପରେ ସ୍ବାମୀ ସ୍ତ୍ରୀ ଙ୍କର ଦାମ୍ପତ୍ୟ ଜୀବନ ରେ ମାଡିଆସିଲା କଳାବାଦଲ ର ଛାୟା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଉଠିଲା ଝଡ଼, ସ୍ତ୍ରୀ ଯେତେବେଳେ ନିଦ ରେ ସୋଇଯାଏ ସ୍ବାମୀ ସୁମନ ଙ୍କ ଆରମ୍ଭ ହୁଏ ମୋବାଇଲେ ଚାଟିଙ୍ଗି,ଓ ଶହେ ଶହେରେ ହୁଏ ଖିଳ ରାତି ରାତି ଅନିଦ୍ରା ହୋଇ ଚାଲେ ପ୍ରେମ ଗପ,ସ୍ତ୍ରୀ ଏହାକୁ ଜାଣିବା ପରେ ଉଭୟ ଙ୍କ ମଧ୍ୟରେ ଆରମ୍ଭ ହୁଏ ତୁମଳ କାଣ୍ଡ ସ୍ୱାମୀ ,ସ୍ତ୍ରୀ ଙ୍କ

ସମ୍ପର୍କ ଭିତରେ ଦେଖା ଦିଏ ଫାଟ,

 

ସ୍ୱାମୀର ଏହିଭଳି କଳାକାରାନାମାକୁ ସହ୍ୟ କରିନପାରି ,ସ୍ତ୍ରୀ ବାରମ୍ବାର ସ୍ୱାମୀ ସୁମନ କୁ ବୁଝାଉଥାଏ,ଏଣେ କମ୍ପୁଟର ମରାମତି କରିବାକୁ ବାହାନା କରି ଭୁବନେଶ୍ୱର ଯାଉଛି କହି ଝିଆରୀକୁ ନେଇ ପୁରୀ ରେ ରହିବା ଜଣା ପଡିବା ପରେ ଝିଆରୀ ର ଘର ଲୋକ ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରି ସୁମନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସୁମନ ର ବାପା ପୁଅକୁ ବେଲ ରେ ଆଣିବା ପରେ ଘରେ କିଛି ଦିନ ରହିବା ପରେ ଗତ ଏପ୍ରିଲ ମାସ ରେ ସେ ଝିଅଆରିକୁ ପୁଣି ନେଇ ପଲାଇଯିବା ପରେ ସ୍ତ୍ରୀ ଝୁନୁ ଜମ୍ବୁ ସାମୁଦ୍ରିକ ଥାନା ରେଲିଖିତ ଅଭିଯୋଗ କରିଛନ୍ତି ଯେ ଝୁନୁ ର ଶାଶୁ ଶଶୁର ଆଉ ଝୁନୁ କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ ରେ ଦର୍ଶାଇଛନ୍ତି ଏଣେ ବୋହୁ ଝୁନୁ,ଝିଆରୀ ପାଖରୁ ନିଜ ସ୍ୱାମୀ କୁ ଛଡାଇ ଆଣିବାକୁ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ଦେଖିବା କୁ ବାକି ରହିଲା ସ୍ୱାମୀ ସୁମନ ଏବେ ହେବେ କାହାର ,ସ୍ତ୍ରୀ ର ନl ଝିଆରିର

Share this…
Share on Facebook

Facebook