୧-ଭାରତ ୭ ୱିକେଟ୍ ରେ ବିଜୟୀ
୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ରେ ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା। ମୋଦି କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ।
୩–ତିସ୍ତା ଶୀତଲୱାଡଙ୍କ ମାମଲାର ତଦନ୍ତ ଲାଗି ଗଠିତ ହେଲା SIT,ଗୁଜରାଟ ଦଙ୍ଗା ସମ୍ପର୍କିତ ମାମଲାରେ ହାଜତରେ ଅଛନ୍ତି ତିସ୍ତା
୪-ମହାରାଷ୍ଟ୍ର ରାଜନୈତିକ ସଂକଟରେ ଦିଲ୍ଲୀ ପହଞ୍ଚିଲେ ଶରଦ ପାୱାର, କହିଲେ ଆସିନି କାହାକୁ ଭେଟିବାକୁ
୫-ଆଜମଗଡରେ ବିଜେପିର ବାଜିମାତ୍, ସମାଜବାଦୀ ପ୍ରାର୍ଥୀଙ୍କୁ ହରାଇଲେ ଭୋଜପୁରୀ ଷ୍ଟାର ନିରହୁଆ
୬-ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ଅଯୋଗ୍ୟ ଘୋଷଣା ନୋଟିସ୍କୁ ଚ୍ୟାଲେଂଜ, ଆଜି ହୋଇପାରେ ଶୁଣାଣି
୭-ମଧୁବାବୁଙ୍କୁ ‘ଭାରତରତ୍ନ’ ମିଳୁ, ଦାବି ଜୋର୍ଦାର କରିବାକୁ ଏକାଠି ହେଲେ ବୁଦ୍ଧିଜୀବୀ
୮-ରାଜ୍ୟରେ ୩୦ ଯାଏ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି ।
୯-କୃଷି ବିଭାଗ ଫାର୍ମ ଧାନ ବିହନ ବିକ୍ରିରେ ସମସ୍ୟା ; ବଳିପଡ଼ିବ ୩୦ ହଜାର କ୍ବିଣ୍ଟାଲ
୧୦-ହାତୀ ମୃତ୍ୟୁ ଓ କଙ୍କାଳ ଉଦ୍ଧାର ଘଟଣା; ଆଠଗଡ଼ରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ
୧୧-ଟାଟା ହାତରେ ଆଉ ଏକ ସରକାରୀ କମ୍ପାନି: ଜୁଲାଇରେ ଶେଷ ହେବ ହସ୍ତାନ୍ତର ପ୍ରକ୍ରିୟା
୧୨-କାଠମାଣ୍ଡୁରେ ହଇଜାର ଆତଙ୍କ, ଗୁପଚୁପ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
୧୩-ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୧୪-ଆୟର୍ଲାଣ୍ଡ ବିପକ୍ଷରେ ଡେବ୍ୟୁ କଲେ ଉମରାନ ମଲ୍ଲିକ: ଆଇପିଏଲରେ କରୁଥିଲେ ଧୂଆଁଧାର ବୋଲିଂ
୧୫-ହାରିବା ପରେ ଇଂରାଜୀ ଭୁଲିଗଲେ ସପା ପ୍ରାର୍ଥୀ: ‘ହାଓ କ୍ୟାନ ୟୁ ଷ୍ଟପ୍’ ବଦଳରେ କହିଲେ ‘ହାଓ କ୍ୟାନ ୟୁ ରୋକ୍’
୧୬-ରାଇମୋହନଙ୍କ ଆତ୍ମହତ୍ୟା ଖିଅ ଖୋଜୁଛି ପୁଲିସ-ଝିଅ, ଜ୍ବାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚୁରା ।
୧୭-ନିର୍ଦ୍ଧାରିତ ସମୟ ଭିତରେ ଜାତୀୟ ଶିକ୍ଷା ନୀତି, ମାତୃଭାଷା ସହ ବହୁ ଭାଷା ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି: ଏନସିଇଆରଟି ନିର୍ଦେଶକ
୧୮-ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତ ଗଣତନ୍ତ୍ରର ଜନନୀ ।
ଶୁଭ ସକାଳ,ସୁପ୍ରଭାତ