ଖବର ଆଜିର…..ତାରିଖ ୨୪-୦୬-୨୦୨୨/ଶୁକ୍ରବାର

୧-ରାଷ୍ଟ୍ରପତି ନିର୍ବାଚନ ଦୁଇ ବ୍ୟକ୍ତିଙ୍କର ନୁହେଁ ଦୁଇ ବିଚାରର ମୁକାବିଲା : କଂଗ୍ରେସ ।

୨-ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ ନେଇ ବିରୋଧୀ ଶିବିର ବିଭାଜିତ ।

୩-ଆସିଲା ସମ୍ୱଲପୁର ହାତୀ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ, ମିଳିଲା ୪ ଇଞ୍ଚ ଲମ୍ବା, ୨.୫ ଇଞ୍ଚ ଗୋଲେଇର ବୁଲେଟ ।

୪-ମହିଳା ଟି-୨୦ ସିରିଜ୍: ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୪ ରନରେ ମାତଦେଲା ଟିମ୍ ଇଣ୍ଡିଆ ।

୫-ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ଚାଲିଛି ଗୁପ୍ତ ଉପଚାର, ଦଶମୀ ତିଥିରେ ଶେଷ ଓଷ ଲାଗି ପରେ ଚକା ବିଜେ କରିବେ ମହାପ୍ରଭୁ ।

୬-ୟୁରୋପୀୟ ସଂଘର ସଦସ୍ୟ ହେବ ୟୁକ୍ରେନ, ପ୍ରସ୍ତାବକୁ ଗୃହୀତ କଲା ୟୁରୋପୀୟ ସଂସଦ ।

୭-ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର କ୍ଷେତ୍ର ସ୍ତରୀୟ ଅଗ୍ରଗତି ର ଅନୁଧ୍ୟାନ।

୮-ନ୍ୟାସନାଲ ହେରାଲ୍ଡ ମାମଲା : ଜୁଲାଇ ଶେଷରେ ସୋନିଆଙ୍କୁ ହାଜର ହେବାକୁ କହିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୯-ବାଲୁକାକୃତି ମାଧ୍ୟମରେ ଦ୍ରୋପଦୀ ମୁର୍ମୁଙ୍କୁ ଶୁଭକାମନା ।

୧୦-ପାକିସ୍ତାନର ଦ୍ରୁତ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ପରିବାର ଲୋକଙ୍କ ସୂଚନା ।

୧୧-ନୂଆପଡ଼ାରେ ୩ ଯବାନଙ୍କ ସହିଦ ଘଟଣା: ମିଳିତ ଅପରେସନ ପାଇଁ ଯୋଜନା ପ୍ରସ୍ତୁତ ।

୧୨-ଚୀନରେ ରାଷ୍ଟ୍ରପତି ମତଦାନକୁ ନେଇ ଜିନପିଙ୍ଗ ଙ୍କ ବିରୁଦ୍ଧରେ ଆରମ୍ଭ ହେଲା ଅଭିଯାନ।

୧୩-ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକ ରାଜାକୁ ଜେରା ।

୧୪-ବ୍ରିଟେନ୍‌ ଜଗନ୍ନାଥ ମନ୍ଦିର ନିର୍ମାଣକୁ ସହଯୋଗ କରିବେ ନବୀନ ।

୧୫-ଜ୍ବରପୀଡାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଗୁରୁବାର ଦଶମୀ ତିଥିରେ ଦାରୁବ୍ରହ୍ମଙ୍କୁ ଦଶମୂଳ ମହୌଷଧି ପ୍ରଦାନ କରାଯାଇଛି।

୧୬-ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ନବୀନ ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook