ଓଡ଼ିଶାର ମହାଭାରତୀୟ ସ୍ପର୍ଦ୍ଧା ଓ ସ୍ୱାଭିମାନ ଓଡିଶା ମନ୍ତ୍ରୀସଭାର ପ୍ରାକ୍ତନ ମନ୍ତ୍ରୀ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀll
‘ନାରୀ ଶକ୍ତିକୁ ସଲାମ’
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ।
ଏହା ଏକ ଐତିହାସିକ ନିଷ୍ପତ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ।