ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟ ଜ୍ୟୋତି ପରିଡ଼ା ।

ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟ ଜ୍ୟୋତି ପରିଡ଼ା । ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା କରିବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା ଜୁଲାଙ୍ଗେ । ଏହି ସମ୍ବର୍ଦ୍ଦନା କାର୍ଯ୍ୟକ୍ରମରେ ପୂର୍ବତନ ଜିଳ୍ଲାପାଳଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଜିଳ୍ଲାବାସୀଙ୍କ ଭଲ ପାଇବାକୁ ଭଲିବା କଷ୍ଟସାଧି ବୋଲି ପୂର୍ବତନ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡ଼ିଆରଡ଼ିଏ,ବ୍ରହ୍ମପୁର ମହାନଗର ନିଗମ କମିଶନର, ଜେ.ସୋନାଲ, ଛତ୍ରପୁର ଥାନା ଅଧିକାରୀଙ୍କ ସମେତ ବହୁ- ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Share this…
Share on Facebook

Facebook