ଚାନ୍ଦବାଲି ଏନ ଏସି ସମବାୟ ନିର୍ବାଚନ ପାଇଁ ବିଜେଡ଼ି ଦଳ ପକ୍ଷରୁ ପ୍ରଚାର ଜୋରଦାର ।

ଚାନ୍ଦବାଲି; ଏବେ ଆରମ୍ଭ ହୋଇଛି ସମବାୟ ନିର୍ବାଚନର ମାହଲ , ୩ ପ୍ରମୁଖ ରାଜ ନୈତିକ ଦଳ ମାନଙ୍କ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡ଼ିଛନ୍ତି । ପୂର୍ବରୁ ବାଲିଗାଁରେ ସେବା ସମବାୟ ନିର୍ବାଚନରେ ଅଧିକ ସମୟ ଧରି କଂଗ୍ରେସ ସଭାପତି ପଦବୀ ହାତେଇଥିବା ବେଳେ ଏବର୍ଷ ବିଜେଡ଼ି କଳ ବଳ ପ୍ରୟଗ କରି ସଭାପତି ପଦ ହାତେଇବା ପ୍ରୟାସ ଜାରୀ ରଖିଛି । ୬ ନମ୍ବର ଜୋନ ପ୍ରତିଦୋନ୍ଦିତା କରୁଛନ୍ତି ବିଜେଡ଼ି ସମର୍ଥତ ପାର୍ଥ ଶ୍ରୀକାନ୍ତ ଦାସ , ଯେହେତୁ ତାଙ୍କର ସଭାପତି ପାଇଁ ଚର୍ଚ୍ଚାରେ ରହିଥିବାରୁ ତାଙ୍କର ନିକଟତମ ୨ଜଣ ପ୍ରତିଦୋନ୍ଦୀ ମଧ୍ୟରୁ ଜଣେ ପ୍ରତ୍ର୍ୟହାର କରିଥିବାବେଳେ ଜଣେ ସ୍ଥାଣୁ ପାଲଟି ଯାଇଛନ୍ତି ।

ଏପଟେ ୧୫ ନମ୍ବର ଜୋନରେ ୩ ପ୍ରମୁଖ ଦଳ ମଧ୍ୟରେ ଚାଲିଛି କଡ଼ା ଟକର । ଯଦିଓ ବିଜେପି ଏହି ନିର୍ବାଚନରେ ଆଶାନୁରୂପକ
ସଫଳତା ପାଇବ ନାହିଁ କଂଗ୍ରେସ ଓ ବିଜେଡ଼ି ଦଳ ମଧ୍ୟରେ ଚାଲିଛି କଡା ଟକର lReport-ଦେବକାନ୍ତ ମହାନ୍ତି ,
Place-chandabali,

Share this…
Share on Facebook

Facebook