ଭଦ୍ରକ ଜିଲ୍ଲାରେ ଦିତୀୟ ପର୍ଯ୍ୟାୟ ରେ 80ଟି ହାଇସ୍କୁଲର ଲୋକାର୍ପଣ ।

ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର 5ଟି ଉପକ୍ରମରେ ୨ୟ ପର୍ଯ୍ୟାୟରେ ୮୦ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି l ଭିଡିଓ କଫେରେନସ ମାଧ୍ୟ୍ୟମରେ ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ୮୦ଟି ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ l

ଭଦ୍ରକ ଜିଲ୍ଲାର ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଚାନ୍ଦବାଲି ବିଧାୟକ, ଭଦ୍ରକ ବିଧାୟକ, ବାସୁଦେବପୁର ବିଧାୟକ ଓ ଭଣ୍ଡାରିପୋଖରୀ ବିଧାୟକ,ଓ ଭଦ୍ରକ ସାଂସଦ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ l

ଲୋକର୍ପଣ ଉତ୍ସବରେ ସାରଳା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ସୋନାଲି ସୁପ୍ରିୟା ସାହୁ 5ଟି ସ୍କୁଲ ଓ ଶିକ୍ଷା ବ୍ୟବସ୍ଥା ଉପରେ ଅଭିଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରଶାସନକ ଅଧିକାରୀ ମନେ ପରିଚାଳନା କରିଥିଲେ l

Share this…
Share on Facebook

Facebook