ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛ ରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ l

ଭଞ୍ଜନଗର – ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରୋସିଂ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛ ରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ l ଡ୍ରାଇଭର ମୃତ l ମୃତକ ଜଣଙ୍କ ହେଲେ ଗୋବରା ଗ୍ରାମ ର ଦେବାଶିଷ ପ୍ରଧାନ l ଘଟଣା ସ୍ଥଳରେ ତଦନ୍ତ କରୁଛି ପୋଲିସ l MPX TV ODIA

Share this…
Share on Facebook

Facebook