ଶାଶୁକୁ ଝୁଣି ମାରିଲା ପୁଅର ଦ୍ଵିତୀୟ ସ୍ତ୍ରୀ

ବାଲେଶ୍ଵର; ବାପଘରୁ ବିବାହ ବେଳେ ଆଣିଥିବା ଜିନିଷ ନେବାକୁ ଆସି ଶାଶୁକୁ ଝୁଣି ମାରିଲା ପୁଅର ଦ୍ଵିତୀୟ ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ବାଲେଶ୍ଵର ଜିଲ୍ଲା ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଗ୍ରାମ ରେ ଦେଖିବାକୁ ମିଳିଥିଲା । ଫଳରେ ବୋହୁ ଓ ବୋହୂର ଭାଇ , ମାମୁ ଓ ପୁତୁରା ଙ୍କ ମାଡ଼ ରେ ଶାଶୁ ବାସନ୍ତୀ ମଣ୍ଡଳ ନାମକ ମହିଳା ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗୁଛି।

ଗୁରୁତର ବାସନ୍ତୀ ମଣ୍ଡଳ ଙ୍କ ପୁଅ ନିମାଇ ମଣ୍ଡଳଙ୍କ ଦ୍ଵିତୀୟ ପତ୍ନୀ ହେଉଛି ଯମୁନା ମଣ୍ଡଳ ବିବାହ ର ଏକ ବର୍ଷ ପର ଠାରୁ ଶାଶୁ ଘର ଛାଡ଼ି ବାପ ଘର ମୟୂରଭଞ୍ଜ ରେ ରହୁଛି । ଏହାସହ ସ୍ଵାମୀଙ୍କ ପାଖରେ ନ ରହିବାକୁ ଇଚ୍ଛା କରୁନଥିବା ସ୍ବାମୀ ଅଭିଯୋଗ କରିଛନ୍ତି ।

@ ନିମାଇଁ ମଣ୍ଡଳ , ଗୁରୁତର ମହିଳା ଙ୍କ ପୁଅ ।

Share this…
Share on Facebook

Facebook