ପ୍ରଭାବିତ ହେଉଥିବା ଲୋକଙ୍କ ବିନା ଜନଶୁଣାଣି ସଭା ଅନୁଷ୍ଠିତ l

ପ୍ରଭାବିତ ହେଉଥିବା ଲୋକଙ୍କ ବିନା ଅନୁପସ୍ଥିତିରେ ଜନଶୁଣାଣି ସଭା ଅନୁଷ୍ଠିତ l ପ୍ରଭାବିତ ହେଉଥିବା ଲୋକଙ୍କୁ ସଭା ଭିତରକୁ ପସିବାକୁ ଦେଲାନି ପୁଲିସ l ଗଣତନ୍ତ୍ରକୁ ହତ୍ଯା କରିଛି ଲହୁଣୀପଡା ପୋଲିସ l

ଗଲା ମେ ୨୪ ତାରିଖରେ ସୁନ୍ଦରଗଡ ଜଲ୍ଲା ଲହୁଣୀପଡା ବ୍ଲକ ବଡ ପୁରୁଣାପାଣି ପଞ୍ଚାୟତର ଖେଳ ପଡିଆରେ ମେସର୍ସ କେ. ଏ. ଆଇ ଇଣ୍ଟରନ୍ଯାସନାଲ ପ୍ରାଇଭେଟ ଲିମିଟେଡ ର କପଣ୍ତ ଠାରେ ସ୍ପଞ୍ଜ ଆଇରନ ପ୍ଲାଣ୍ଟ ସ୍ଥାପିତ ପାଇଁ ପରିବେଷ ସମ୍ବନ୍ଧୀୟ ଜନଶୁଣାଣି ସଭା ନେଇ ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଏବଂ ସୁନ୍ଦରଗଡ ଜିଲ୍ଲାପ୍ରଶାସନ ଉପସ୍ଥିତ ଥିଲେ l ଉକ୍ତ ସଭାରେ ନିଜ ମତ ରଖିବାପାଇଁ ପ୍ରଭାବିତ ହେଉଥିବା ଗ୍ରାମର ଲୋକେ ଆସିଲେ, ହେଲେ ସଭା ଭିତରକୁ କାହାରିକୁ ପସିବାକୁ ଦେଲାନି ପୋଲିସ l ଗିରଫର ଭୟ ଦେଖାଇଲା l

Share this…
Share on Facebook

Facebook