ଆସିକା ପୋଲିସ କୁ ବଡ଼ ସଫଳତା l

ଗଞ୍ଜାମ ଜିଲ୍ଲା ଆସିକା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l ଗତ କାଲି ଆଇପିଏଲ ଖେଳ ସାରିଥିବା ବେଳେ ଚାରି ଆଇପିଏଲ ଯୁଆଡି କୁ ଗିରଫ କରିବା ସହ ନଗଦ ସାତ ଲକ୍ଷ୍ୟ ଷାଠିଏ ହଜାର ଟଙ୍କା ପୋଲିସ ଜବତ କରିଥିବା ସକ୍ଷମ ହୋଇଛି l ଏହି ଚଢ଼ାଉ ସମୟରେ ଛଅ ଯୁଆଡି ଫେରାର ହୋଇ ଥିବା ଜଣା ପଡିଛି l ତେବେ ଅନେକ ବର୍ଷ ହେବ ଜିଲ୍ଲା ର ବିଭିନ୍ନ ଅଂଚଳ ରେ ଅଲ ଲାଇନ ବେଟିଂ ଚାଲୁ ଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ଅନେକ ବାର ଚଢ଼ାଉ କରାଯାଇ ଅନେକ ଆସାମୀ କୁ ଗିରଫ କରାଯାଉଛି l ତଥାପି ଏହି ଅନ ଲାଇନ ବେଟିଂ କୁ ରୋକା ଯାଇ ପାରି ନାହିଁ l ଏପଟେ ଏହି ଭଳି ବେଆଇନ କାର୍ଯ୍ୟ ରୁ ନିର୍ବୁତ ରହିବା ପାଇଁ ଆସିକି ଆଇପିଏସ ନଚିକେତା ସେଲେକ ଯୁବ ପିଢିଙ୍କୁ ନିବେଦନ କରିଛନ୍ତି l reporter-nachiketa pradhan-bhanjanagar

Share this…
Share on Facebook

Facebook