ଶୁଭ ସକାଳ; ଆଜିର ଖବର

୧-ନୂଆ ଅଧିନାୟକଙ୍କୁ ନୂଆ ଟ୍ରଫି: ସବୁ ନୂଆରେ ସଜେଇ ହୋଇଛି ଗୁଜୁରାଟ ଟାଇଟନ୍ସ

୨-ରାଜସ୍ଥାନକୁ ୭ ୱିକେଟରେ ହରାଇ ଗୁଜୁରାଟ ଆଇପିଏଲ-୨୦୨୨ ଟାଇଟଲ ହାସଲ

୩-ରବିବାର ସକାଳେ ନେପାଳର ପୋଖରାରୁ ୨୨ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ନେଇ ଯାଉଥିବା ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭୁବନେଶ୍ବରର ଗୋଟିଏ ପରିବାରର ୪ ଜଣ ଥିବା ଜଣାପଡ଼ିଛି।

୪-ନିଖୋଜ ବିମାନର ମିଳିଲା ପତ୍ତା । ଲାମଚେ ନଦୀ ମୁହାଁଣରେ ପଡିଛି ବିମାନ

୫-ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ

୬-ବିଧାୟକଙ୍କ କ୍ୱାର୍ଟର ପାଇଁ ଚାଲିଛି ଆଖିବୁଜା ଗଛକଟା । ରାଜଧାନୀରେ ତାତି ବଢ଼ୁଥିବା ବେଳେ ପରିବେଶ ପାଇଁ ପରୱା ନାହିଁ ।

୭-ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ

୮-ରାଜ୍ୟର ସମସ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଲେ ବିଜେପି କାର୍ଯ୍ୟକର୍ତା

୯-ମଙ୍କିପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

୧୦-ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

୧୧-ବିଶ୍ୱ ରେକର୍ଡ କଲା ବିସିସିଆଇ । ଆଇପିଏଲ୍ ଫାଇନାଲ ମ୍ୟାଚ୍ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି । ଯାହା ଫଳରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିସିସିଆଇର ଏହି ଜର୍ସି ଯୋଡି ହୋଇଛି ।

୧୨-ଆଇପିଏଲ୍‌ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର

୧୩-ନନ୍ଦନକାନନରେ ସିଂହୀ ଗଙ୍ଗାର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ପ୍ରାଣୀ ଉଦ୍ୟାନ ଡାକ୍ତରଖାନାରେ ନଥିଲା ଆବଶ୍ୟକ ପରିମାଣର ଆଂଟି ଭେନମ୍ ଇଞ୍ଜେକସନ୍

୧୪-ସୁରକ୍ଷା ପ୍ରତ୍ୟାହାରର ଗୋଟିଏ ଦିନ ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ ହତ୍ୟା ।

୧୫-ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବନି: ପଞ୍ଜାବ ମୁଖ୍ୟମନ୍ତ୍ରୀ

୧୬-ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର । ଭୋଟଗ୍ରହଣ ପାଇଁ ବୁଥ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି

୧୭-ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ତେଜୁଥିବା ବେଳେ ଅଜି ମୋଦୀ-ନବୀନ ସାକ୍ଷାତ । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା ।

୧୮-ଅସହ୍ୟ ଗରମରେ ଭାଜି ହେଉଛନ୍ତି ରାଜ୍ଯବାସୀ: ବଲାଙ୍ଗୀରରେ ସର୍ବାଧିକ ୪୨.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ ।

୧୯-ଆଧାର କାର୍ଡକୁ ନେଇ ପୁଣି ଆସିଲା ବଡ ଖବର , ସରକାର ସକାଳେ ଜାରି କରିଥିବା ବୟାନ ସନ୍ଧ୍ୟାରେ କଲେ ପ୍ରତ୍ୟାହାର ।
୨୦-ମତେ ବି ଫସାଇଦିଆଯାଇଛି, ନିଜକୁ ଆରୟନ ଖାନଙ୍କ ସହ ତୁଳନା କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

୨୧-ଛୋଟପିଲାଙ୍କ ପାଇଁ ମଙ୍କିପକ୍ସ ବିପଜ୍ଜନକ । ପରୀକ୍ଷା ପାଇଁ ଏକ ଆରଟି ପିିସିଆର କିଟ ପ୍ରସ୍ତୁତ ।

୨୨-ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ରାଜ୍ୟସଭାକୁ ଯିବେ

୨୩-କୃଷି ବିଭାଗର ନୂଆ ନିୟମ ଯୋଗୁଁ ସରକାରୀ ବିହନ ପ୍ରତି ଚାଷୀ ବିମୁଖ : ବଢୁଛି ପ୍ରାଇଭେଟ ବିହନର ଚାହିଦା ।

୨୪-ବଲିଉଡ୍‌ର କେବେ ଅନ୍ତ ନାହିଁ : ରୋହିତ ଶେଟ୍ଟୀ ।

୨୫-ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ।
ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook