BIG BREAKING-ଛୁରୀ ରେ ଭୂଷିଲା ଯୁବକ ; ଜଣେ ମୃତ ଜଣେ ଗୁରୁତର ।

ଦିଗପହଣ୍ଡି; ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ବଚସା କୁ କେନ୍ଦ୍ର କରି ଦୁଇ ଜଣ ଙ୍କୁ ଛୁରୀ ରେ ଭୂଷିଲା ଯୁବକ । ଜଣେ ମୃତ ଜଣେ ଗୁରୁତର ।

ଗୁରୁତର ଅବସ୍ଥା ରେ ଦୁଇ ଜଣ ଙ୍କୁ ଏମ କେ ସି ଜି କୁ ସ୍ଥାନାନ୍ତର ବେଳେ ଜଣଙ୍କ ମୃତ୍ୟୁ ।
ମୃତ ଯୁବକ ଜଣକ ହେଲେ ବାବୁ ଗୌଡ଼
ଗୁରୁତର ଯୁବକ ହେଲେ ପ୍ରଦୀପ ସାହୁ ।

ଆକ୍ରମଣ କରି ଯୁବକ ଫେରାର, ପୋଲିସ ଗାଁ ରେ ପହଞ୍ଚି ଆରମ୍ଭ କଲା ତଦନ୍ତ ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Share this…
Share on Facebook

Facebook