ହେ ସରକାର ମୋ ସ୍ବାମୀ ର ଜୀବନ ବଞ୍ଚାଇ ଦିଅ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ସମର ପାଢି ଓରଫ ମଣ୍ଟୁଆ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲ ରେ icu ରେ ରହି ଜୀବନ ମରଣ ସହ ଲଢ଼ୁଛି. ଲିଭର ନଷ୍ଟ ହୋଇଯାଇଛି ନୂଆ ଲିଭର ପାଇଁ ୩୦ରୁ ୪୦ଲକ୍ଷ୍ୟ ଟଙ୍କା ଦରକାର ବୋଲି ଡାକ୍ତର କହୁଛନ୍ତି. ଅନ୍ୟ ପଟେ ସମର ଧର୍ମପତ୍ନୀ ସସ୍ମିତା ନିଜର ସମସ୍ତ ଗହଣା ଓ ଜମି ବିକ୍ରି କରି ତାର ଚିକିତ୍ସା ଜାରି ରଖିଥିବା ବେଳେ ଏବେ ବହୁତ ଟଙ୍କାର ଆବଶ୍ୟକତା ପଡୁଅଛି। ତେଣୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ମୋ ସ୍ୱାମୀ ଭଲ ହୋଇପାରନ୍ତେ ବୋଲି କହିବା ସହ ସାହାଯ୍ୟ କରିବାକୁ ସ୍ତ୍ରୀ ସସ୍ମିତା କାନ୍ଦି କାନ୍ଦି ଭିଡିଓ ବାର୍ତ୍ତା ପଠାଇ ସାହାଯ୍ୟ ମାଗିଛନ୍ତି. ଏହା ପୂର୍ବରୁ ଓଡିଶା ବାସି ଦାନ କରି ଅନେକ ଜୀବନ ବଞ୍ଚାଇଛନ୍ତି. ତେଣୁ ସେ ଓଡିଶା ବାସୀଙ୍କୁ ନିଜର ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଗତ କରନା ଓ ବନ୍ୟା ବାତ୍ୟା ସମୟରେ ସମର ପାଢ଼ୀ ବହୁ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥିବା ବେଳେ ଆଜି ଆମ ସମସ୍ତଙ୍କ ସାହାଯ୍ୟରେ ତାର ଜୀବନ ବଞ୍ଚିପାରିବ ।

ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ. ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ. ତେଣୁ ସାହାଯ୍ୟର ହାତ ବଢ଼ାଇବାକୁ ଜଣେ ସ୍ତ୍ରୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି.
phone pay no 8328839814
Ac no /- 379501000002986
Ifsc code – IOBA0003795
Indian overseas bank
Aradi branch(Bhadrak)

Share this…
Share on Facebook

Facebook