ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ପଂଚାୟତରେ ବିବାଦିୟ ଗାଁ ରାସ୍ତା ଓ ପୋଖରୀ ସଂପ୍ରସାରଣ ପ୍ରସଙ୍ଗରେ ଜବର ଦଖଲ ଉଛେଦ ।

ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦେଶରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ l ଜଳେଶ୍ଵରପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଚ୍ଛେଦ ହୋଇଥିବାବେଳେ ବିବାଦ ଘେରରେ ଥିବା ପ୍ଲଟ ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ଦଖଲ ଉଛେଦ ପାଇଁ ଆସନ୍ତା ଗୁରୁବାର ପାଇଁ ଧାର୍ଯ୍ୟ କରାଯାଇଛି । ଏହି ଜବର ଦଖଲ ଉଛେଦରେ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାର ନେତୃତ୍ବରେ ସମସ୍ତ ରାଜସ୍ବ ଅଧିକାରୀଙ୍କ ସହ ବାଂଶଡ଼ା ଥାନା ଅଧିକାରୀ ଏସ ଡ଼ି ପିଓ ଓ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ଏପେଟେ ଏହି ଉଛେଦରେ ଆବେଦନକାରୀ ଯୁବ ସମାଜସେବୀ ରମାକାନ୍ତ ଭୋଳ ମଧ୍ୟ୍ୟ ଉପସ୍ଥିତ ଥିଲେ । MPX TV Odisha

Share this…
Share on Facebook

Facebook