କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲି ହ୍ରଦ ରାସ୍ତାରେ ଆଜି ରାତି ରେ ଏକ ଜଘନ୍ଯ ହତ୍ୟାକାଣ୍ଡ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲି ହ୍ରଦ ରାସ୍ତାରେ ଆଜି ରାତି ରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡ ରେ ଖଜାପଲି ଗ୍ରାମ ର ରାଜୁ ବିଷୋଇ ନାମକ ଯୁବକ ର ମୃତ୍ଯୁବରଣ ହୋଇଥିବା ବେଳେ ଗୋଟିଏ ବୋଲେରୋରେ ଦୁବୃର୍ତ୍ତ ମାନେ ଆସି ହତ୍ୟା କରି ଫେରାର ହୋଇଯାଇଛନ୍ତି । ତେବେ ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବୋଲେରୋକୁ ମଧ୍ଯ ଜବତ କରିଛି । ତେବେ ହତ୍ୟାକାଣ୍ଡ ସମୟରେ ମୃତ ବ୍ଯକ୍ତିଙ୍କ ନିକଟରେ ବସିଥିବା ଅନ୍ୟ ଜଣେ ଯୁବକ ଅଳ୍ପକେ ହତ୍ୟାକାରୀକଂ କବଳରୁ ବର୍ତି ଯାଇଛନ୍ତି ।

Share this…
Share on Facebook

Facebook