ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ପିଟିଲା ଯାତ୍ରୀବାହି ବସ୍ l 15 ରୁ ଉର୍ଦ୍ଧ ଆହାତ l

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ନିକଟରେ ଆଜି ସକାଳୁ ପୋଲସରା ଅଭିମୁଖେ ଯାଉଥିବା ପୂଜା ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ 15 ରୁ ଉର୍ଦ୍ଧ ଆହାତ ହୋଇଥିବା ବେଳେ ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ କୋଦଳା ମେଡ଼ିକାଲରେ ଭର୍ତି କରାଯାଇଛି l ସୂଚାନୁଯାୟୀ OD02N8402 ନମ୍ବର ପୂଜା ନାମକ ଘରୋଇ ବସ ଟି ଭୁବନେଶ୍ୱର ଠାରୁ ପୋଲସରା ଅଭିମୁଖେ ଯାଉଥିଲା l

Share this…
Share on Facebook

Facebook