ତୀର୍ଥକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀ କରିଦେଲେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳେ

ଚାରି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଗୋଟିଏ ଧାମ । ୩୩କୋଟି ଲୋକଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁ । ତେବେ ମହାପ୍ରଭୁଙ୍କ ମନ୍ଦିର ସମଖୁରେ ଏ ଭଳି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ସଭ୍ୟ ସମାଜକୁ କେଉଁ ଭଳି ଶିକ୍ଷା ଦିଆଯାଇଛି ଥରେ ଚିନ୍ତା କରିବା ଦରକାର । ତୀର୍ଥକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀ କରିଦେଲେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳେ । ଆଉ ବେଶୀଦିନ ନୁହେଁ ଯେବେ ପୁରୀ ସମୁଦ୍ର ବେଳାଭୂମି ବିକିନୀ ପିନ୍ଧା ଯୁବତୀ ଓ ଚଡି ପିନ୍ଧା ଯୁବକଙ୍କ କବଜା ରେ ଥିବ ଆଉ ସୂଚନା ଫଳକ ରେ ଲେଖା ହୋଇଥିବ ଓଡ଼ିଆଙ୍କ ପ୍ରବେଶ ନିଷେଧ । ଆମେ ଜଗନ୍ନାଥ ଭକ୍ତ ଗୋଟିଏ କଡ଼ରେ ଛିଡା ହୋଇ ଦୂରରୁ କେବଳ ମହୋଦଧି ଦେଖିବା ।

Share this…
Share on Facebook

Facebook