କୋର୍ଟ ପରିସରରେ ବିଷ ପାନ କଲେ ମହିଳା ଓକିଲ ।

ସୋର; ନ୍ୟାୟ ଉପରୁ ଉଠିଲା ଭରଷା , କୋର୍ଟ ପରିସରରେ ମଧ୍ୟରେ ବିଷ ପାନ କଲେ ମହିଳା ଓକିଲ । କାହାଁକୁ ନ୍ୟାୟ ଦେବାକୁ ଓକିଲାତି କରୁନଥିଲେ । ନିଜର ଛାତ୍ରପତ୍ର ମାମଲରେ ନ୍ୟାୟ ପାଇବାରେ ତୁଟିଛି ଅଶା, ଜୀବନ ହାରିବା ପାଇଁ ବିଷପାନ କଲେ ଓକିଲ । ବାଲେଶ୍ୱର ପରିବାର ଅଦାଲତରେ ଅଭାବନୀୟ ଘଟଣା ଘଟିଥିବା ବେଳେ ଖବର ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ମର୍ମାହାତ କରିଛି ।

ତେବେ ଗୁରୁତର ଓକିଲ ଭାଗ୍ୟବତୀ ବେହେରା ଜିଲ୍ଲା ମୁଖ୍ୟ-ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ବିଷ ପାନର କାରଣ ଅସ୍ପଷ୍ଟ ରହିଛି । ଟିପୋର୍ଟ ମୁତାବକ ନିଜ ଛାଡ଼ପତ୍ର ମାମଲାରେ ୨୦୨୧ରୁ କୋର୍ଟରେ ଲଢୁଥିଲେ ।

ମାତ୍ର ନ୍ୟାୟ ପାଇବାରେ ବିଳମ୍ବ ବଂଚିବାର ଶୋଷ ଆଶାକୁ ମାରି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏ ନେଇ ଓକିଲ ସଂଘର ସମ୍ପାଦକ ବିଷ ପାନର କାରଣ ସ୍ପଷ୍ଟ କରିନଥିବା ବେଳେ ସୁସ୍ଥ ହେଲା ପରେ ପ୍ରତିକ୍ରିୟା ଦେବାକୁ କହିଛନ୍ତି । ସୋରରୁ ଶରତ ନାଏକଙ୍କ ରିପୋର୍ଟ MPX  ନ୍ୟୁଜ୍

Share this…
Share on Facebook

Facebook