BREAKING NEWS-ଗୋରୁ ଗାଡ଼ିରୁ ପୋଲିସ ଚାନ୍ଦା ମାଗି ନିଲମ୍ବିତ

ମୟୂରଭଞ୍ଜ – ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ର ୩ ଜଣ ପୋଲିସ କର୍ମଚାରୀଙ୍କୁ ମୟୂରଭଞ୍ଜ ଏସ ପି ନିଲମ୍ବିତ କରିଛନ୍ତି। ଗୋରୁ ଗାଡିରୁ ଚାନ୍ଦା ଆଦାୟ ସମ୍ପର୍କିତ ଏକ ଅଡିଓ ଭାଇରାଲ ସମ୍ପର୍କରେ ସୂଚନା ପାଇ ଏସ ପି ରୁଷିକେଶ ଡି ଖିଲାଡ଼ି ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ନିଲମ୍ବିତ କର୍ମଚାରୀ ମାନେ ହେଲେ ଏଏସ ଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ କୁମାର ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲ ବାବୁ।

Share this…
Share on Facebook

Facebook