ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଠାବ

କୋକସରା ବ୍ଲକ ଆମପାଣି ଥାନା କେନ୍ଦୁଡ଼ଙ୍ଗରୀ ଠାରେ ଆଜି ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଆମପାଣି ପୋଲିସ ଠାବ କରିଛି । ମୃତକ ଜଣକ କେନ୍ଦୁଡଙ୍ଗରୀ ଗ୍ରାମର ଦ୍ବାରୀକା ଦାସ ବୋଲି ଜଣାପଡିଛି । ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି। ତେବେ ହତ୍ୟା ନାଁ ଆତ୍ମହତ୍ୟା ତାହର କାରଣ ଅସ୍ପଷ୍ଟ ରହିଛି।
କୋକସରା ରୁ ଜଗଦୀଶ ନାଏକMPX TV ODIA

Share this…
Share on Facebook

Facebook