ଡିଭାଇଡର କୁ ପିଟି ଦୁଇ ମୃତ

ସୋର ;ଡିଭାଇଡର କୁ ପିଟି ଦୁଇ ମୃତ । ବାଲେଶ୍ୱର ଉପକଣ୍ଠ ବାଲିଆ ଅଂଚଳର ତିନି ଯୁବକ ଏକ ବାଇକରେ1 ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ ଡିଭାଇଡର ଜୁ ପିଟି ହୋଇ ଯାଇଥିଲେ।। ଏଥିରେ 3ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନକୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମୃତନ ଦୁଇଜଣଙ୍କ ନାମ ପରେଶ ଓ ଭାଲୁ ବୋଲି ଜଣାପଡିଥିବା ବେଳେ ଆହତ ଜଣକ ବାଲିଆର ପାକୁଆ ବୋଲି ଜଣା ପଡିଛି I

ସୋର ରୁ ସରତ ନାୟକଙ୍କ ରିପୋର୍ଟ

Share this…
Share on Facebook

Facebook