ପତ୍ନୀ ଙ୍କୁ ପାଣି ରେ ବୁଡାଇ ମାରିଲା ସ୍ବାମୀ

ପରଜଙ୍ଗ;ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପ୍ ଘର ଲୋକ ଅଭିଯୁକ୍ତ ସ୍ଵାମୀ ଫେରାର ଏହି ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ରାମଚନ୍ଦ୍ର ପୁର୍ ଗାଁ ରେ। ଗାଁ ର ଦିଲୀପ ବେହେରା ତାଙ୍କ ପକ୍ଷାଘାତ ରୋଗରେ ପୀଡିତ ଥିବା ପତ୍ନୀ ଙ୍କୁ ପୋଖରିକୁ ଗାଧୋଇବା କୁ ଡାକି , ପାଣି ରେ ବୁଡାଇ ମାରିଥିବା, ମୃତ ମହିଳାଙ୍କ ବାପ୍ ଘର ଲୋକ ଅଭିଯୋଗ କରିଛନ୍ତି।
ଖବର୍ ପାଇଁ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରିରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର କରି ଅଧିକ୍ ତଦନ୍ତ କରୁଛି ପୋଲିସ ।MPX TVRepoter- ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook