ଗଞ୍ଜେଇ ଧରିବାରେ ସଫଳ ପଟାଙ୍ଗି ପୋଲିସ

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ NH 26 ରାଜରାସ୍ତା ନିକଟରେ ଥିବା ଯୋଡିମାଡ଼ିଲି ନିକଟରେ 317 kg 200ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣେ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ପଟ୍ଟାଙ୍ଗି ପୋଲିସ,ସୂଚନା ଅନୁସାରେ ଗତକାଲି ସକାଳୁ ଘଣ୍ଟା 4:45 ମିନିଟ ସମୟରେ ପଟ୍ଟାଙ୍ଗି ପୋଲିସ ଗଞ୍ଜେଇ ସହିତ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲା l କୌଣସି ଏକ ସୂତ୍ରରୁ ଖବର ପାଇ ପଟାଙ୍ଗି ଥାନା ଅଧିକାରୀ କାବ୍ୟଲ୍ୟ ସେଠ ଯୋଜନା ମୁତାବକ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ଉକ୍ତ ଟିମରେ ବର୍ତ୍ତମାନ କାର୍ଯ୍ୟରତ ରାଜେଶ ପ୍ରିୟଦର୍ସି ନାୟକ ଏସ. ଆଇ ପଟାଙ୍ଗି,ଏ ନେଇ ଏକ 7 ଜୋଣିଆ ଟିମ ଗଠନ କରି ସକାଳୁ ସକାଳୁ ଅନୁସନ୍ଧାନକାରୀ ଅଧିକାରୀ କରୁଣାକର ଶବର ଙ୍କ ତତ୍ଵାବଧାନରେ ଆନ୍ଧ୍ର ଆଡ଼କୁ ଚାଲାଣ କରୁଥିବା ସମୟରେ ରାଲେଗଡା ନିକଟସ୍ଥ ଯୋଡିମାଡ଼ିଲି ନିକଟରେ ଗୋଟିଏ ଧଳା ବୋଲେରୋ ପିକୋପ ଯାହାର ନମ୍ବର AP 39TL 4887ଧରିବା ସହିତ ସେଥିରେ ରହିଥିବା ଚଲାଣ କାରୀ ଙ୍କୁ କାବୁ କରିବା ସହିତ 317 କେଜି 200ଗ୍ରାମ ଗଞ୍ଜେଇ ଧରିଥିବା ସୂଚନା ତତସଙ୍ଗେସଙ୍ଗେ ଧରିଥିବା ଚାଲାଣକାରୀ ଯାହାର ନା ହେଉଛି ବେଲେନା ଉମାଶଙ୍କର ବୟସ 38 , ପିତା -କୋଣ୍ଡାଲରାଓ ଆରକୁ ମେନରୋଡ ଆନ୍ଦ୍ର ପ୍ରଦେଶର ବୋଲି ଜଣାପଡିଥିବା ସୂଚନା ରହିଛି l

ବହୁତ ଚାଲାକ ସହିତ ଚଲାଣକାରୀ 15 ଗୋଟି ଜୋରି ବେଗରେ ନଉଥିବା ସୂଚନା ରହିଛି l ଘଟଣା ସ୍ଥଳରୁ ପଟ୍ଟାଙ୍ଗି ଥାନାରେ ଆଣିବା ପରେ vivo ମୋବାଇଲ ଫୋନ ଚଲାଣକାରୀ ଙ୍କ ଠାରୁ ମିଳିଥିବା ସୂଚନା l ପରେ ପଟ୍ଟାଙ୍ଗି ପୋଲିସ କେଶ ନମ୍ବର 57 u/s-20(b)ii(c)NDPS ରେ କୋର୍ଟ ଚଲାଣ କରିଥିବା ଜଣାପଡିଛି l

Share this…
Share on Facebook

Facebook