ମାଓବାଦୀଙ୍କ ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଲେ

ମାଲକାନଗିରି ସୀମାରେ ପୁଣି ମାଓ ତାଣ୍ଡବ । ଯାତ୍ରୀ ବାହି ବସ ରେ ଯାତ୍ରୀଙ୍କୁ ବାହାର କରି ଲଗେଇଲେ ନିଆ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟା ଠାରୁ 15 କିଲୋମିଟର ଦୁରରେ ଏକ ଯାତ୍ରୀବାହୀ ବସ ରେ ମାଓବାଦୀ ମାନେ ନିଆଁ ଲଗେଇ ଦେଇଛନ୍ତି । ସୂଚନା ଅନୁଯାୟୀ ପ୍ରାୟ 20 ରୁ 30 ମାଓବାଦୀ ସେଠାରେ ପହଞ୍ଚି ଗାଡି ଅଟକାଇ ବା ପରେ ଯାତ୍ରୀ ମାନଙ୍କୁ ବାହାରକୁ ବାହାରିବା ପାଇଁ କହିଥିଲେ ଏବଂ ଏହାପରେ ବସ ରେ ନିଆଁ ଲଗାଇ ଦେଇଥିଲେ ।

ବସ ଟି ଓଡ଼ିଶାର ଜୟପୁର ଠାରୁ ହାଇଦ୍ରାବାଦ ଯାଉଥିଲା । ତେବେ ଘଟଣା ସ୍ଥଳରେ ଜବାନ ମାନେ ପହଁଚି ଆଖପାଖ ଅଞ୍ଚଳରେ ସର୍ଚ୍ଚ କରୁଛନ୍ତି । mpx tv odia

Share this…
Share on Facebook

Facebook