ଅଟୋ ସହ ଚିପ୍ସ ବୋଝେଇ ହାଇବା ଧକ୍କା, ୩ ମୃତ

ଆନନ୍ଦପୁର -କରଂଜିଆ ରାସ୍ତାର କୋଡପଡା ଛକ ନିକଟରେ ଏକ ଚିପ୍ସ ବେଝେଇ ହାଇବା ସହ ଯାତ୍ରୀବାହି ଅଟୋ ଧକ୍କା ହେବାରୁ ୩ଜଣ ଅଟୋ ଯାତ୍ରୀ ଙ୍କ ମୃତ୍ଯୁ ଘଟିଛି ା ମୃତକଙ୍କ ମଧ୍ଯରେ ୨ଜଣ ପୁରୁଷ ଓ ଜଣେ ମହିଳା ରହିଥିବାବେଳେ ଅନ୍ଯ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ା ସମସ୍ଥ ଙ୍କୁ ଅଗ୍ନିଶ୍ରମ ବିଭାଗ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ା

ଖବରପାଇ ପେଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ା ଅଟୋ ଯାତ୍ରୀ ମାନେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜାବିନିପୁର ଅଞ୍ଚଳର ା ଆଜି ମୟୁରଭଞ୍ଚ ଜିଲ୍ଲା ଶାତକୋଶିଆ ହାଟରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା mpx tv odia

Share this…
Share on Facebook

Facebook